Audio

Forum

Read

Contests

Language


Write

Sign in
Wohoo!,
Dear user,
ଆସିବାର ଥିଲା
ଆସିବାର ଥିଲା
★★★★★

© Manorama Mishra

Others

1 Minutes   6.9K    10


Content Ranking

ମୌସୁମୀର ଆସିବାର ଥିଲା

କିଏ ତାକୁ ବାଟ ଓଗାଳିଲା ,

ପ୍ରକୃତିର ଦାରୁଣତା

ନା ତା ନିଜସ୍ୱ ନିଷ୍ଠୁରତା ,

ତଥାପି ତାକୁ ପରମ ଅପେକ୍ଷା

ସ୍ୱାଗତର ଶୁଭ ଶଙ୍ଖ

ପାଛୋଟି ନେବାର ମୋହ

ତା ପାଇଁ ପ୍ରେମିକା ସାଜିଲା ,

ଆସ ତୁମେ ମୌସୁମୀ

ଜୀବନେ ଜୀବନ ଦେବାକୁ

କେତେ ଆମନ୍ତ୍ରଣ କରିଛି ପ୍ରତୀକ୍ଷା---,

ତୁମ ବିନା ତୁଚ୍ଛ ଲାଗେ

ଏଇ ବଳକା ଆୟୁଷ

ଆସ ଆସ ଗୋ ପ୍ରାଣଶକ୍ତି

ମରୁଭୂମି ହେଉ ମୋର

ଫୁଲ ଶେଯ ,.......

ମନୋରମା ମିଶ୍ର

ଶିଶୁପାଳଗଡ, ଶକ୍ତି ନଗର,

ପୁରୁଣା ଭୁବନେଶ୍ଵର,9861674497

ମୌସୁମୀ ନିଷ୍ଠୁରତା , ଅପେକ୍ଷା

Rate the content


Originality
Flow
Language
Cover design

Comments

Post


Some text some message..