Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mishra

Others

1.0  

Manorama Mishra

Others

ଆସିବାର ଥିଲା

ଆସିବାର ଥିଲା

1 min
6.9K


ମୌସୁମୀର ଆସିବାର ଥିଲା

କିଏ ତାକୁ ବାଟ ଓଗାଳିଲା ,

ପ୍ରକୃତିର ଦାରୁଣତା

ନା ତା ନିଜସ୍ୱ ନିଷ୍ଠୁରତା ,

ତଥାପି ତାକୁ ପରମ ଅପେକ୍ଷା

ସ୍ୱାଗତର ଶୁଭ ଶଙ୍ଖ

ପାଛୋଟି ନେବାର ମୋହ

ତା ପାଇଁ ପ୍ରେମିକା ସାଜିଲା ,

ଆସ ତୁମେ ମୌସୁମୀ

ଜୀବନେ ଜୀବନ ଦେବାକୁ

କେତେ ଆମନ୍ତ୍ରଣ କରିଛି ପ୍ରତୀକ୍ଷା---,

ତୁମ ବିନା ତୁଚ୍ଛ ଲାଗେ

ଏଇ ବଳକା ଆୟୁଷ

ଆସ ଆସ ଗୋ ପ୍ରାଣଶକ୍ତି

ମରୁଭୂମି ହେଉ ମୋର

ଫୁଲ ଶେଯ ,.......

ମନୋରମା ମିଶ୍ର

ଶିଶୁପାଳଗଡ, ଶକ୍ତି ନଗର,

ପୁରୁଣା ଭୁବନେଶ୍ଵର,9861674497


Rate this content
Log in