Audio

Forum

Read

Contests

Language


Write

Sign in
Wohoo!,
Dear user,
ପାଗଳର ପ୍ରଳାପ- ୪
ପାଗଳର ପ୍ରଳାପ- ୪
★★★★★

© Ram Prasad Bisoi

Others

1 Minutes   1.2K    5


Content Ranking

ପାଗଳର ପ୍ରଳାପ- ୪

ଯାନ୍ତ୍ରିକ ମାନବର----------! ବିକାଶଧାରାର ଭାରି ଜ୍ୟାକବୁଟ ତଳେ କେତେଯେ ଜୀବନ ଦଲିଚକଟି ହେଇଯାଉଛି, ଲମ୍ବା ଓସିରିଆ ପିଚୁରାସ୍ତାରେ ବଡ଼ବଡ଼ିଆଙ୍କ ନିସ୍ୱତି ଆଉ ଚାଲିବନି ପାଦଚାଳିତ ରିକ୍ସା,ନିରୁଧିଷ୍ଠ ରିକ୍ସାଵାଲା ତା ସହ ବି ଥିବା ଟିକକ ମଣିଷପଣିଆ ଚାଲିଲା ମଦ, ଡିଜ଼େଲ, ଟଙ୍କା ଦାଦାଗିରିର ଯନ୍ତ୍ରମାନବ ଅଟୋ, ହଜାରେ ଅଟୋ ପରିଚୟ ପାତ୍ର ନାହିଁ, ଜିପିଏସ ନାହିଁ ଦି ଚାରିଟା ଅବଳା କନ୍ୟା ବଳତ୍କାର ହେଲେ ବୋଧେ ପ୍ରଶାସନର ଆଖି ଖୋଲିବ , ପାଗଲର ପ୍ରଳାପ ପ୍ରତିଧ୍ବନିଟିଏ ! କିଏ ? ଶୁଣିବ ,ଶୁଣୁଛି ଆମେ ଅଛେ ସାମାଜିକ ସାଧାରଣତନ୍ତ୍ର ଦେଶେ ଏ ସବୁ ପରା ବିକାଶର ଧାରା ଅମା ନିତି ଯେ ମାରେ କପିଳ

ରାମ ପ୍ରସାଦ ବିଶୋଇ (କାଶ୍ୟପ) ରାୟଗଡ଼ା । ତା-୧୫-୦୫-୧୬ ସମୟ- ସକାଳ-୯-୪୫ ମିନିଟ ।

ପାଗଳ ର ପ୍ରଳାପ-୪

Rate the content


Originality
Flow
Language
Cover design

Comments

Post


Some text some message..