Audio

Forum

Read

Contests

Language


Write

Sign in
Wohoo!,
Dear user,
ଫରକ
ଫରକ
★★★★★

© Bhakta Malla

Inspirational

1 Minutes   6.5K    6


Content Ranking

ବିଭୁ ପ୍ରେମ ହେଉ ଅବା

ହେଉ ପ୍ରେମ ଦେହଜ,

ଲେଖାଟିଏ ଭଲ ହେଲେ

ଗ୍ରାହ୍ୟ ହୁଏ ସହଜ ।


ଭିନ୍ନ ନୁହେଁ ସୁନ୍ଦରତା

ଫରକ ସେ ଦୃଷ୍ଟିର

ଦିବ୍ୟ ସିଏ ଆଲୋକିତ

ଅପରୂପ ସୃଷ୍ଟିର ।



ଭକ୍ତ ଚରଣ ମଲ୍ଲ ।

ପ୍ରେମ ସୃଷ୍ଟି ଦୃଷ୍ଟି

Rate the content


Originality
Flow
Language
Cover design

Comments

Post


Some text some message..