ଫରକ
ଫରକ
ବିଭୁ ପ୍ରେମ ହେଉ ଅବା
ହେଉ ପ୍ରେମ ଦେହଜ,
ଲେଖାଟିଏ ଭଲ ହେଲେ
ଗ୍ରାହ୍ୟ ହୁଏ ସହଜ ।
ଭିନ୍ନ ନୁହେଁ ସୁନ୍ଦରତା
ଫରକ ସେ ଦୃଷ୍ଟିର
ଦିବ୍ୟ ସିଏ ଆଲୋକିତ
ଅପରୂପ ସୃଷ୍ଟିର ।
ଭକ୍ତ ଚରଣ ମଲ୍ଲ ।
ବିଭୁ ପ୍ରେମ ହେଉ ଅବା
ହେଉ ପ୍ରେମ ଦେହଜ,
ଲେଖାଟିଏ ଭଲ ହେଲେ
ଗ୍ରାହ୍ୟ ହୁଏ ସହଜ ।
ଭିନ୍ନ ନୁହେଁ ସୁନ୍ଦରତା
ଫରକ ସେ ଦୃଷ୍ଟିର
ଦିବ୍ୟ ସିଏ ଆଲୋକିତ
ଅପରୂପ ସୃଷ୍ଟିର ।
ଭକ୍ତ ଚରଣ ମଲ୍ଲ ।