Audio

Forum

Read

Contests

Language


Write

Sign in
Wohoo!,
Dear user,
କବିତା
କବିତା
★★★★★

© Ram Prasad Bisoi

Others

1 Minutes   1.2K    4


Content Ranking

କିଏ ? ସେ ଶିଳ୍ପି, କାହର ସେ କୃତ୍ତି , ଏତେ ମନୋହର ରୂପ ଲାବଣ୍ୟ ଏତେ ସୌନ୍ଦଯ୍ୟ ତମ ଦେହରେ ପ୍ରକୃତିସମ ଭରି ଦେଇଛି କିଏ ? ଭଲ ପାଇବାର ଇସ୍ତାହାର କେବେଠୁଁ ଜଣାଇ ସାରିଛି,

ହୃଦୟ ତ ମୋର କେବେଠୁ ତମର ହୋଇ ସାରିଛି, କିଛି ନାହିଁ, ମୋ ପାଶେ ଦେବାକୁ ତମକୁ, ସକାଳର କୁହୁଡି ଭଳି ହେଇ ପାର ପ୍ରହେଳିକା, ଛଳନାମୟି ହୋଇପାର ମରୁଭୁମି ର ମୃଗତୃଷ୍ନା ଭଳି, ପ୍ରତାରଣା ବି କରିପାର ଆକାଶର ସନ୍ଦ୍ୟା ଭଳି, ତମେ ମୋ ରାଧା ମୁଁ ତୁମ ଜୟଦେବ, ଆସ ଦୁହେଁ ମିଶି ଲେଖିବା, ସାସ୍ବତ ପ୍ରେମର ଗୀତଗୋବିନ୍ଦ ।

କାଶ୍ୟପ,

କିଏ ? ସେ ଶିଳ୍ପି

Rate the content


Originality
Flow
Language
Cover design

Comments

Post


Some text some message..