Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଆକାଶ ଝରାଉଛି ଆଖିରୁ ଲୁହ । କାଶ୍ୟପ ।

ଆକାଶ ଝରାଉଛି ଆଖିରୁ ଲୁହ । କାଶ୍ୟପ ।

1 min
6.8K


ହଜିଲା ଅତୀତର ପ୍ରଥମ ପରଶ ତମେ ! ନିଜକୁ ସଜାଡି ପୁଣି ଆସି ଛିଡା ହୋଇଗଲ ମୋ ସମ୍ମନ୍ନା ରେ ଦେଖ ! ଲୁହର ଭାଷା ରେ ଲେଖି ଦେବି ତମକୁ ଏମିଟି ମୋ ବିନାି ତାକୁ ଯେମିତି ପଢି ନ ପାରିବେ କେହି, ତମ ସତ୍ତାକୁ ଏମିତି ହଜାଇ ଦିଅ ମୋ ଭିତରେ ଯେମିତି ମୁଁ ଖୋଜି ନ ପାରେ ମୋ ନିଜ କୁ । (୧)

ଯେଉଁ ସନ୍ଧ୍ୟାରେ ଦେଖା ନ ମିଳେ ତମର ସେ ସନ୍ଧ୍ୟା କେବେ କଟେନି ଏବେ ତ ତମେ ମୋର ହୃଦୟର ଅବେଗରେ ରୂପାନ୍ତରିତ, ତମ ବିନା ନାହିଁ ଖାଲି ନାହିଁ ର ଜୀବନ ମୋର, ତମକୁ ଯେ ବାନ୍ଧି ରଖିଛି ମୋ ଆଖି ଭୃଳତାର ଚିରନିଦ୍ରାରେ ଯେମିତି ସେ ନିଦ୍ରା ନ ଭାଙ୍ଗୁ କେହି କେବେ କେମିତି, ତମେ ଥାଅ ସେଠି ସେମିତି ମୋ ବାଁଛିତ ଇପ୍ସିତ ବନି କଣ ବୋଲି ଡାକିବି କୁହ ! , ବେଦନା ନା ମିଠାମିଠା ଗୀତ (୨)

ଶ୍ରାବଣ ତ ଆସୁ, ମେଘ ହୋଇ ବରସି ଯିବିନି ତମ ଉପରେ ସେ ବର୍ଷା ରେ ଭିଯାଇ ଦେବିନି ତମ ତନୁ ମନ ଆଉ ଯୌବନ ପୁଣି ବନି ଯିବ ନି ତମେ ! ମୋ ହଜିଲା ଅତୀତର ମଧୁସ୍ମିତା ଜୀବନର ସବୁଜିମା ଭିତରେ ପ୍ରଜାପତି ଟିଏ ହୋଇ ଉଡି ବୁଲିବ ନି ଫେରି ଚାହିଁ ତ ଦେଖ ଥରେ-----! ଆକାଶ ଝରାଉଛି ଆଖିରୁ ଲୁହ ଆକାଶଝରାଉଛି ଆଖିରୁ ଲୁହ(୩)

ରାମ ପ୍ରସାଦ ବିଶୋଇ । ତା-୨୯-୦୪-୧୬ ସମୟ ସକାଳ-୭-୦୧ ମିନିଟ ରାୟଗଡ଼ା ।


Rate this content
Log in