Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

2  

Amiya Bej

Others

♿♿♿ କ୍ଷତ ♿♿♿

♿♿♿ କ୍ଷତ ♿♿♿

1 min
1.2K


♿♿♿ କ୍ଷତ ♿♿♿
ତୁମେ ଦେଇଥିବା ନିରୋଳା ମୁହୂର୍ତ୍ତ 
ଯତନେ ସାଇତି ରଖିଛି ,
ତୁମେ ଦେଇଥିବା ଗଭୀର କ୍ଷତ ଠୁଁ
ଏଯାଏଁ ଯନ୍ତ୍ରଣା ଭୋଗୁଛି ।
ଏମିତି  ଜୀବନେ କେତେଯେ ଘଟଣା 
ଭୁଲି ହୋଇଯାଏ ମନରୁ,
ଏମିତି କେତେଯେ ଛୋଟବଡ଼ ଘା'
ଆପେ ଶୁଖିଯାଏ ଦେହରୁ ।
ତୁମେ ଦେଇଥିବା ନିରୋଳା ପ୍ରେମ କୁ
ଯତନେ ସାଇତି ରଖିଛି ,
ତୁମ ବିରହ ରେ ସବୁ ଗରଳକୁ
ପିଇପିଇ ମୁଁ ଯେ ବଂଚିଛି ।।।
♿♿♿♿♿♿♿♿♿♿♿♿  
ଅମିୟ ବେଜ୍


Rate this content
Log in