Audio

Forum

Read

Contests

Language


Write

Sign in
Wohoo!,
Dear user,
ଭୁଲକେଉଁଠି
ଭୁଲକେଉଁଠି
★★★★★

© Ram Prasad Bisoi

Abstract Inspirational

1 Minutes   1.2K    2


Content Ranking

ନୁହେଁ ପାରିବା ପଣ 

ତୁମର

ଯଦି,

କେହି ନୁହଁନ୍ତି ଆପଣାର,

ପରକୁ,

କରିବା ଆପଣାର 

ଭୁଲ ତ ନୁହେଁ କେବେ

ତା ହେଲେ 

ଭୁଲ କେଉଁଠି ?

ମାୟା ସହ ଝୁଲିବା

ଶୁନ୍ୟରେ

ନା 

ନେଇ ମୁଖେ ସ୍ମିତିହାସ୍ୟ 

ବଞ୍ଚି ଚାଲିବାର

କୁହ ତ ତୁମେ 

ନାରୀ

ଅପରାଜିତା----------!

©®କାଶ୍ୟପ,ରାୟଗଡା ।

ମାୟା ସ୍ମିତିହାସ୍ୟ ନାରୀ

Rate the content


Originality
Flow
Language
Cover design

Comments

Post


Some text some message..