Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Abstract Inspirational

2  

Ram Prasad Bisoi

Abstract Inspirational

ଭୁଲକେଉଁଠି

ଭୁଲକେଉଁଠି

1 min
1.2K


ନୁହେଁ ପାରିବା ପଣ 

ତୁମର

ଯଦି,

କେହି ନୁହଁନ୍ତି ଆପଣାର,

ପରକୁ,

କରିବା ଆପଣାର 

ଭୁଲ ତ ନୁହେଁ କେବେ

ତା ହେଲେ 

ଭୁଲ କେଉଁଠି ?

ମାୟା ସହ ଝୁଲିବା

ଶୁନ୍ୟରେ

ନା 

ନେଇ ମୁଖେ ସ୍ମିତିହାସ୍ୟ 

ବଞ୍ଚି ଚାଲିବାର

କୁହ ତ ତୁମେ 

ନାରୀ

ଅପରାଜିତା----------!

©®କାଶ୍ୟପ,ରାୟଗଡା ।


Rate this content
Log in

Similar oriya poem from Abstract