ତମେ ଓ ମୁଁ
ତମେ ଓ ମୁଁ
ତମେ ସାଗରର
ଦୁର୍ବାର ଆକର୍ଷଣ,
ମୁଁ ତଟିନୀର
ମୁଗ୍ଧ ସମର୍ପଣ ।
ତମେ ଆକାଶର
ନିଆରା ନିବିଡପଣ,
ମୁଁ ଯେ ମାଟିର
ଆତୁର ଆମନ୍ତ୍ରଣ ।
ଅପଲତା ଆରୁକ, ମନୋହରପୁର,ମୟୂରଭଞ୍ଜ
ତମେ ସାଗରର
ଦୁର୍ବାର ଆକର୍ଷଣ,
ମୁଁ ତଟିନୀର
ମୁଗ୍ଧ ସମର୍ପଣ ।
ତମେ ଆକାଶର
ନିଆରା ନିବିଡପଣ,
ମୁଁ ଯେ ମାଟିର
ଆତୁର ଆମନ୍ତ୍ରଣ ।
ଅପଲତା ଆରୁକ, ମନୋହରପୁର,ମୟୂରଭଞ୍ଜ