Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Abstract Others

2  

Hrushikesh Satpathy

Abstract Others

ସୁନା ସପନ

ସୁନା ସପନ

1 min
6.8K


ସପନ ଦେଖାଇ ଠକି ଦେଉଥିବା

ଏମିତି ମଣିଷ ଜଗତେ ଅଭାବ ନାହିଁ।

ସେଇ ସପନକୁ ସଜାଉ ସଜାଉ

କିଛି ଲୋକ ନିଜ ଜୀବନ ଦିଅନ୍ତି ବାହି।

ସପନଟି ଯେବେ ସତ ହୋଇଯାଏ

ସଂସାରଟି ସୁନା ରାଇଜ ପାଲଟିଯାଏ।

ଅଧାପନ୍ତରିଆ ସପନ ହଜିଲେ

ବଞ୍ଚିବାର ଇଚ୍ଛା ମଣିଷ ହରାଇଦିଏ।

କାହାର ସପନ ଗୋଲାପର ଶେଯ

ଆଉ କା ସପନ କଣ୍ଟକିତ ଫୁଲ ବଣ।

ମୋ ସପନ କିନ୍ତୁ ତୁମରି ଯତନ

ତୁମ ଶରଧାରେ ଢାଳିଦେବି ମୋ ପରାଣ।


Rate this content
Log in

Similar oriya poem from Abstract