Audio

Forum

Read

Contests

Language


Write

Sign in
Wohoo!,
Dear user,
ମୋ ନିଜ ପାଇଁ ସମୀକ୍ଷାଟି
ମୋ ନିଜ ପାଇଁ ସମୀକ୍ଷାଟି
★★★★★

© Ranjan Kumar Brahma

Inspirational

1 Minutes   6.4K    7


Content Ranking


କିଏ ସେ ପରୀ


କିଏ କାହା ପରି


ବୁଝି ହୁଏନା ଆଜି ।


ମଣିଷ ସାଜୁଛି


ପିଶାଚ ରାକ୍ଷସ


ନିଜ ପିଲାଙ୍କୁ ହାତରେ ମାଜି ।।୧।।


ଥିଲି ମୁହିଁ ଦିନେ


ନିଷ୍ପାପ ବାଳୁତ


ଯେବେ ଭାବି ବସିବ ଏ ଜାତି ।


ଅନ୍ୟର ଯତନ


ସେନେହ ଶରଧାକୁ


ହେଜି ସନମାନେ କରିବ ପୂଜି ।।୨।।


ଆଜି ଏ ପ୍ରତିଷ୍ଠା


ମୋହରି ନୁହେଁ


ଅନ୍ୟର ଦାନ ଆଶୀର୍ବାଦ ।


ଅବିକଳ ମୁହିଁ


ଆଶୀର୍ବାଦ ହେବି


ଭାବିବିନି କେବେ ପାପ ।। ୩ ।।




ରଞ୍ଜନ କୁମାର ଵ୍ରହ୍ମା

( ଶିକ୍ଷକ -CRCC, ଚିକିଟୀ ଗଡ଼ )

ସମୀକ୍ଷା ମଣିଷ ପାପ

Rate the content


Originality
Flow
Language
Cover design

Comments

Post


Some text some message..