Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gayatri Das

Others

2  

Gayatri Das

Others

ମହାସ୍ନାନ

ମହାସ୍ନାନ

1 min
7K


ଏଇ ଏଇ ସିନ୍ଦୂରା ଫାଟିଲାଣି

ଖୋଲିଲାଣି ସିଂହ ଦ୍ବାର

ଫିଟିଲାଣି ସୁନା କୂଅର କବାଟ

ଆସ ଆସ ମହାପ୍ରଭୁ ଗୋଟି ପହଣ୍ଡିରେ

ବିଜେ କର ସ୍ନାନ ବେଦୀ ପରେ

ଗରା ବଡୁ ଚାହିଁଛନ୍ତି ତୁମ ବାଟ

ଶହେ ଆଠ ସୁବର୍ଣ୍ଣ କଳସ ସଜାଡି

ସତେ ମହାସ୍ନାନ କରିବ କି ତୁମେ.....?

ସ୍ନାନ ବେଦୀ ପରେ ତୁମ ଗଜାନନ ବେଶ

ଆହା... କି ଅପୂର୍ବ -

ଜ୍ଵରକୁ ନିମନ୍ତ୍ରଣ କରି ଫୁଲୁରି ତେଲର ମର୍ଦ୍ଦନ

ଦେବତାର ମାନବୀୟ ଲୀଳା

ଦେଖିନାହିଁ ତୋ ପରି ଠାକୁର

ମାନବକୁ କର୍ମଯୋଗ ଶିକ୍ଷା ଦେବା ପାଇଁ

ଧରା ପରେ ଇଚ୍ଛା ମତେ ନେଉ ଅବତାର....


Rate this content
Log in