Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujat Kumar Sahoo

Inspirational Abstract

2  

Sujat Kumar Sahoo

Inspirational Abstract

ଯୁଗ....ବଦଳି ଗଲା

ଯୁଗ....ବଦଳି ଗଲା

1 min
1.1K


ଯୁଗ ଗୋଟେ କଣ ଯେ....?

ସିଏ ପୁଣି ବଦଳି ଗଲା...!

କାହିଁ କୋଉ ଅବହ ମାନ କାଳରୁ

ଚାଲି ଆସୁଛି ସେମିତି...

ଦିନ ପରେ ରାତି...

ପୁଣି ରାତି ପରେ ଦିନ ।

କାହିଁ ବଦଳି ନାହାନ୍ତି ସୂର୍ଯ୍ୟ କି ଚନ୍ଦ୍ର !

ଗ୍ରହ, ତାରା, କି ନକ୍ଷତ୍ର...

ବଦଳି ନାହାନ୍ତି ପିତା, ମାତା,

ବଦଳି ନାହିଁ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ..

ହଁ....

ବଦଳିଛି ତ ଆମ...ଭାବନାର ଧାରା

ବିବେକ,ପୁଣି ଶକ୍ତର ସାମର୍ଥ୍ୟ 

ବିଚାର କରିବାର ଶୈଳି ।

ବାଃ.... କି ଚମତ୍କାର....

ନିଜ ଦୋଷ ଢାଙ୍କିବା ପାଇଁ,

ଅପ ପ୍ରଚାର...

ବଦଳିଛି ଯୁଗ.....।

---ସୁଜାତା---


Rate this content
Log in

Similar oriya poem from Inspirational