Audio

Forum

Read

Contests

Language


Write

Sign in
Wohoo!,
Dear user,
ଯୁଗ....ବଦଳି ଗଲା
ଯୁଗ....ବଦଳି ଗଲା
★★★★★

© Sujat Kumar Sahoo

Inspirational Abstract

1 Minutes   1.1K    5


Content Ranking

ଯୁଗ ଗୋଟେ କଣ ଯେ....?

ସିଏ ପୁଣି ବଦଳି ଗଲା...!

କାହିଁ କୋଉ ଅବହ ମାନ କାଳରୁ

ଚାଲି ଆସୁଛି ସେମିତି...

ଦିନ ପରେ ରାତି...

ପୁଣି ରାତି ପରେ ଦିନ ।

କାହିଁ ବଦଳି ନାହାନ୍ତି ସୂର୍ଯ୍ୟ କି ଚନ୍ଦ୍ର !

ଗ୍ରହ, ତାରା, କି ନକ୍ଷତ୍ର...

ବଦଳି ନାହାନ୍ତି ପିତା, ମାତା,

ବଦଳି ନାହିଁ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ..

ହଁ....

ବଦଳିଛି ତ ଆମ...ଭାବନାର ଧାରା

ବିବେକ,ପୁଣି ଶକ୍ତର ସାମର୍ଥ୍ୟ 

ବିଚାର କରିବାର ଶୈଳି ।

ବାଃ.... କି ଚମତ୍କାର....

ନିଜ ଦୋଷ ଢାଙ୍କିବା ପାଇଁ,

ଅପ ପ୍ରଚାର...

ବଦଳିଛି ଯୁଗ.....।

---ସୁଜାତା---

ଯୁଗ ବଦଳି ବିବେକ ଦୋଷ

Rate the content


Originality
Flow
Language
Cover design

Comments

Post


Some text some message..