ନୂଆଖାଇ
ନୂଆଖାଇ
1 min
7.0K
ମାଘ ଗଲା
ଫଗୁଣ ଗଲା
ଅଏଲ ଭଡ ମାସ
ଆମ ଆରଲାଗି ଆଜିର ଦିନଟା ହଇଛେ ଭାରି ଖସହ
ନୂଆ ଧାନର ନୂଆ ଚୁଡା ସଂଗେ ଗୁଡ଼ ଘି
ବର୍ଷ କେ ଥରେ ଆୟେସି ଆମର ନୂଆ ଖାଇ
ଦାଦା , ବଡୁ ଭାଇ ମନନଙ୍କୁ ମୋର ନୂଆଖାଇ ଜୁହାର