Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Others

3  

Pramila Sahoo

Others

କଳାଠାକୁର

କଳାଠାକୁର

1 min
6.9K


ହେ କଳାଠାକୁର
ସବୁବେଳେ ତୁମରି ନାମ
ସମୟ ମୋର ସରି ଆସୁଛି
ଜୀବନର ଦୀପ ଲିଭି ଲିଭି ଯାଉଛି
କାନ୍ଦି କାନ୍ଦି ଅଖିରୁ
ପାଣି ଶୁଖିଗଲାଣି
ଆରପାରି ଡ଼କରା ଯେ ଆସିଛି
ଚାଲି ଯିବି ବହୁଦୂରକୁ
ଆରଜନ୍ମ କୁ କରିଦିଅ ତୁଳସୀପତ୍ର
ନିତି ଦେଖୁଥିବି ତୁମରି ଦର୍ଶନ
ଏ କଳାଠାକୁର ତୁମପାଇଁ ଏ ଜୀବନ
ନିତି ଗାଉଥିବି ତୁମରି ନାମ
ହେ ମୋ କଳାଠାକୁର
ତୁମ ପରା ମୋ ଜୀବନ ଧନ....
ପ୍ରମିଳା ସାହୁ


Rate this content
Log in