ଏଣୁତେଣୁ 12
ଏଣୁତେଣୁ 12
1 min
6.7K
ପ୍ରତିଥର ବେଳାଭମି ଛୁଇଁ ଲହଡ଼ି ଫେରେ
ପ୍ରତିଥର ଦେହ ଶିହରେଇ ପବନ ବାହୁଡ଼େ
ପାଖରେ ତୁମକୁ ପାଇଲେ କିନ୍ତୁ
ପ୍ରତିଥର ମୁଁ ମୋର ନିୟନ୍ତ୍ରଣ ହାରେ ... !!!
ପ୍ରୀତି କାହାକୁ କୁହନ୍ତି ? ଜାଣିନି,
ଜାଣିନି ବି ପ୍ରଣୟର ରଙ୍ଗ କିଏ
ଏତିକି ଜାଣିଛି କିନ୍ତୁ
ମନ ଯେବେ କହିବାକୁ ଚାହେଁ, ଓଠ
ଶବ୍ଦ ଲଢେଇରୁ ଛତ୍ରଭଙ୍ଗ ଦିଏ।