Audio

Forum

Read

Contests

Language


Write

Sign in
Wohoo!,
Dear user,
ନଗ୍ନ ଛବି
ନଗ୍ନ ଛବି
★★★★★

© Susanta Dash

Tragedy

1 Minutes   1.2K    5


Content Ranking

ଅସମ୍ଭବ ଅନ୍ଧାରରେ

ଆଲୋକ ଖୋଜୁଥିବା

ମୁଁ ଏକ ଅସଫଳ କବି,

ଅଧା ଲଙ୍ଗଳା ଅବସ୍ଥାରେ

ଦିନ ତମାମ ଆର୍ତ୍ତଚିକ୍ରାର କରୁଥିବା

ଭାରତ ମାଆ ହିଁ

ଆମର ନଗ୍ନ ଛବି ।

ଅନ୍ଧାର କବି ଛବି

Rate the content


Originality
Flow
Language
Cover design

Comments

Post


Some text some message..