ନଗ୍ନ ଛବି
ନଗ୍ନ ଛବି
1 min
1.3K
ଅସମ୍ଭବ ଅନ୍ଧାରରେ
ଆଲୋକ ଖୋଜୁଥିବା
ମୁଁ ଏକ ଅସଫଳ କବି,
ଅଧା ଲଙ୍ଗଳା ଅବସ୍ଥାରେ
ଦିନ ତମାମ ଆର୍ତ୍ତଚିକ୍ରାର କରୁଥିବା
ଭାରତ ମାଆ ହିଁ
ଆମର ନଗ୍ନ ଛବି ।