Audio

Forum

Read

Contests

Language


Write

Sign in
Wohoo!,
Dear user,
♻♻♻ ନିରୋଳା ରେ ♻♻♻
♻♻♻ ନିରୋଳା ରେ ♻♻♻
★★★★★

© Amiya Bej

Others

1 Minutes   6.7K    1


Content Ranking

♻♻♻ ନିରୋଳା ରେ ♻♻♻

କେବେ ନିରୋଳାରେ
ସୁଖୀକୁ ପଚାର...
ଦୁଃଖ ନାହିଁ ଜମା ସତରେ ????
ନିରୋଳାରେ କର
ଦୁଃଖୀକୁ ତଲବ.....
ସୁଖ ଆସିନାହିଁ ଅଳ୍ପରେ ????
ଏବେ ନିରୋଳାରେ
ନିଜକୁ ବୁଝାଅ...
ସମୟର ଚକ୍ର ବଦଳେ ।।।।

♻♻♻ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ♻♻♻

♻♻♻ ନିରୋଳା ରେ ♻♻♻

Rate the content


Originality
Flow
Language
Cover design

Comments

Post


Some text some message..