କପଟୀ କୃଷ୍ଣ
କପଟୀ କୃଷ୍ଣ
1 min
6.8K
ବନ୍ଧୁ ପଣିଆରେ
ଦୁଃଖ ବାଣ୍ଟିବାକୁ
ପଣ କରିଥିଲ ତୁମେ।
ସୁଖ ଅଜାଡିଲ
ଦୁଃଖକୁ ପିଇଲ
ନିଜର କପଟ ପଣେ !
ସେ ପାଇଁ କୁହେ ମୁଁ
ତୁମେ ସଖା କୃଷ୍ଣ
ମୁଁ ତୁମ ସାଥି ସୁଦାମା।
କପଟୀ ପଣରେ
କୋଳେଇ ନିଅ ହେ
ଦୂର କର ନାହିଁ ଜମା।