Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jitendriya Behera

Romance Others Abstract

2  

Jitendriya Behera

Romance Others Abstract

ପ୍ରେମରେ ପୁରୁଷ

ପ୍ରେମରେ ପୁରୁଷ

1 min
7.0K


ମୁଁ ତ ଚିରକାଳ ଚର୍ଚ୍ଚିତ

ପୁରୁଷର ପ୍ରତ୍ୟାଖ୍ୟାତ ରୂପ

ଭୀଷ୍ମ ପରି ଇଛା ମୃତ୍ୟୁ

ବେଳେବେଳେ ଲୋଡିଥାଏ

କେବେ ପୁଣି ତୁମ ପାଇଁ

ନିଜର ଅବଦମିତ ଇଚ୍ଛାକୁ

ତଳିତଳାନ୍ତ କରି

ଲୁହକୁ ପୋଛି ପୋଛି

ଖୁସିର ପାହାଡ ଗଢୁଥାଏ।

ସମସ୍ତ ଝଡକୁ ସାମ୍ନା କରୁ କରୁ

ମୁଁ ଉତକ୍ଷାତ ହୁଏ

ଜଞାଳର ଯାବତୀୟ ଯାତନାରେ

ନିଜ ପାଇଁ ନିଜର କବର ଖୋଳିଲା ବେଳେ

ତୁମ ଭଲପାଇବାର ଉଛ୍ବାସରେ

ମୁଁ ଆଉଥରେ ଜୀବନ୍ୟାସ ପାଏ।


Rate this content
Log in

Similar oriya poem from Romance