ପ୍ରେମ ଗୋଟେ ଛଳନା
ପ୍ରେମ ଗୋଟେ ଛଳନା
1 min
1.4K
ପ୍ରେମ ଗୋଟେ ଛଳନା
ବେଶି ମିଳେ ପ୍ରତାରଣା
ବିଶ୍ଵାସଟା କମ୍ ପୁଣି
ବେଶି ଥାଏ କାମନା ||
ତଥାପି ଏ ମନ କାହିଁ
ହୁଏ ଆନମନା
ପ୍ରେମ ବିନା ଦୁନିଆରେ
କେବେ ବଞ୍ଚି ପାରେନା ||