Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspita Dash

Inspirational

2  

Puspita Dash

Inspirational

ପାଣି ପଶିବନି ବସାରେ ମୋର

ପାଣି ପଶିବନି ବସାରେ ମୋର

1 min
7.0K


ପାଣି ପଶିବନି ବସାରେ ମୋର

ଅତି ମୁଁ କୁଶଳୀ ମୋ କାମରେ

ରହିବ ଆସି ସେ ଖୁସି ମନରେ

ଅତି ମଜଭୁତ ଏ ମୋର ଘରେ

ବତାସେ ଝୁଲେ ମୁଁ ଏଇଦୋଳିରେ

ମୁଁ ଯେ କାରିଗର ବଡ କୁଶଳୀ

ଶିଖିବ ଏ କଳା ଏ ମୋର ଅଳି ।




Rate this content
Log in

Similar oriya poem from Inspirational