Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଟ୍ରାଫିକ୍‌ ଜାମ

ଟ୍ରାଫିକ୍‌ ଜାମ

1 min
6.9K


ବଜାର ବାହାରିଲା ଭୋଳାରାମ

ବାଟରେ ଦେଖିଲା ଟ୍ରାଫିକ୍‌ ଜାମ ।

ଆଗରେ ଟ୍ରକ୍‌ ତ ପଛରେ ବସ୍‌

ଡାଆଁ ବାଆଁ ଖାଲି ରଶ୍‌ ହିଁ ରଶ୍‌ ।

ପିଁ ପାଁ, ପିଁ ପାଁ, ପିଁ ପାଁ ହର୍ଣ୍ଣ ବଜାଇ

ଭିଡ଼ ଜମା ଭାଇ କମଇ ନାଇଁ ।

ତେଲ ଯାହା ଥିଲା ଖର୍ଚ୍ଚ ହୋଇଲା

ଭୋଳାରାମ ଗାଡ଼ି ଠେଲି ଚାଲିଲା ।

ଏଇ ଘଟଣାରୁ ଭୋଳା ଶିଖିଲା

ବଜାର ଗଲେ ସେ ଚାଲିକି ଗଲା ।

ମୋର ଛୋଟ କଥା ମନେ ରଖିବ

ବଜାର ଗଲେଟି ଚାଲିକି ଯିବ ।

ଚାଲିକି ଭାଇଟି ଯିଏ ନ ଯିବ

ଟ୍ରାଫିକ୍‌ ଜାମରେ ସିଏ ଫସିବ ।


Rate this content
Log in