ମୋ ପ୍ରିୟା (ଭାଗ ୯୫ )
ମୋ ପ୍ରିୟା (ଭାଗ ୯୫ )
ମୋ ପ୍ରିୟା ଆସିଲେ ଗାଆଁ ପୋଖରି ଟି କାହିଁକି ଲହଡି ଭାଙ୍ଗେ
ରାଜହଂସରାଳୀ ଡେଣା ଝାଡିଦେଇ ଏକୂଳ ସେକୂଳ ଲଂଘେ
ହଳଦି ଚନ୍ଦନ ହାତେ ଧରି ପ୍ରିୟା ସ୍ନାନ କରିବାକୁ ଆସେ
ତା ତୁଠପଥର ମନ ଆନନ୍ଦରେ କିରି କିରି ହୋଇ ହସେ
**********************
ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ -ମାଟିର ମହକ