Audio

Forum

Read

Contests

Language


Write

Sign in
Wohoo!,
Dear user,
ଆସ ଆମେ ଉତ୍ତପ୍ତ ହେବା
ଆସ ଆମେ ଉତ୍ତପ୍ତ ହେବା
★★★★★

© Bhaswati Basu

Inspirational

1 Minutes   6.6K    2


Content Ranking

ଆସ ଆମେ ଉତ୍ତପ୍ତ ହେବା।

ଉତ୍ତାପ ଅଛି

ନିଆଁରେ ବି, ମନରେ ବି

ପ୍ରେମରେ ବି, ଘୃଣାରେ ବି

ଜୀବନରେ ହିଁ....

ଆଉ ମୃତ୍ୟୁ? 

ମୃତ୍ୟୁ ଶୀତଳ।

ସେ ଶୀତଲତାରେ ହାତ କୋହଲା ପଡ଼ିଯାଏ;

କଲମ ଧରି ହୁଏନା।

ଉତ୍ତପ୍ତ ଜୀବନ ମୃତ୍ୟୁ ଶୀତଳ

Rate the content


Originality
Flow
Language
Cover design

Comments

Post


Some text some message..