Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

2  

Amiya Bej

Others

ସତର

ସତର

1 min
1.2K


ସତର

ନୂଆବର୍ଷ ରେ ବହୁକିଛି
ସ୍ୱପ୍ନ ଦେଖୁଥିବା ,
ଭରସି ରହିଥିବା ,
ଅପେକ୍ଷା ରେ ଥିବା ,
ଅବା, ସମ୍ଭାବିତ ସୁଖ
ଆଶା ରେ ଥିବା , ମଣିଷ କୁ
ଜାଣିବା ଜରୁରୀ ଯେ -
ତା'କୁ ଏଇମାତ୍ର
ଷୋହଳ ପୁରି ସତର ଚାଲିଛି ।।।

✿✿✿ ଅମିୟ ✿✿✿


Rate this content
Log in