Audio

Forum

Read

Contests

Language


Write

Sign in
Wohoo!,
Dear user,
ସତର
ସତର
★★★★★

© Amiya Bej

Others

1 Minutes   1.2K    3


Content Ranking

ସତର

ନୂଆବର୍ଷ ରେ ବହୁକିଛି
ସ୍ୱପ୍ନ ଦେଖୁଥିବା ,
ଭରସି ରହିଥିବା ,
ଅପେକ୍ଷା ରେ ଥିବା ,
ଅବା, ସମ୍ଭାବିତ ସୁଖ
ଆଶା ରେ ଥିବା , ମଣିଷ କୁ
ଜାଣିବା ଜରୁରୀ ଯେ -
ତା'କୁ ଏଇମାତ୍ର
ଷୋହଳ ପୁରି ସତର ଚାଲିଛି ।।।

✿✿✿ ଅମିୟ ✿✿✿

ସତର

Rate the content


Originality
Flow
Language
Cover design

Comments

Post


Some text some message..