Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Romance Fantasy

2  

Ram Prasad Bisoi

Romance Fantasy

କବିତା-ଅନାମିକା****

କବିତା-ଅନାମିକା****

5 mins
1.1K


କବିତା-ଅନାମିକା****

କେବେ ତ କଥା ହେବ ନି 

ଅନାମିକା 

ଆଉ

ସଜାଇ ହୋଇ ନିଜକୁ 

ପରଶି ଦେଉଥିବ

କେତେ ମନେ ଭରିବାକୁ

ପଦେ

ଆହା-----------------!

ଏତେ ସୁନ୍ଦର 

କବିର କଳ୍ପନା

କବିତା

ଅବର୍ଣ୍ଣନୀୟ,ତା ରୂପ ସମ୍ଭାର,

ପ୍ରକୃତି-ସବୁଜିମା

ପତ୍ର ଝଡ଼ା ପରେ ବି ପଲ୍ଲବିତ

ସ୍ପର୍ଶ ପରା 

ମୃତ ସଂଜୀବନୀ ସୁରା

ନିଶାରେ ଟଳମଳ,

ବେହାଲ ମଦମସ୍ତ ହସ୍ତୀ 

ପାଗଳ ପ୍ରାୟ 

କବି ମାନସ-----------!!

ଲାଖି ଯାଏ ଆଖିର 

ବିନ୍ଦୁରେ ଅଭୁଲା ପ୍ରତିଛବି ତାର

କବି ପ୍ରାଣ ସ୍ପନ୍ଦନ ପରା

କବିତା 

ଅନାମିକା--------!!!

©®କାଶ୍ୟପ,ରାୟଗଡା ।


Rate this content
Log in