Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational

3  

Raja Sekhar CH V

Inspirational

ସୈନିକ ନିତ୍ୟ ରକ୍ଷକ

ସୈନିକ ନିତ୍ୟ ରକ୍ଷକ

1 min
6.6K



ରଚନା : ଶ୍ରୀ ରାଜା ଶେଖର ସି 'ଚିମା'


ଦେଶସୀମା ଦେଶବାସୀଙ୍କ ର ନିତ୍ୟ ରକ୍ଷକ,

ଜୀବନର ପରମାର୍ଥ ପ୍ରାପ୍ତ କରେ ପ୍ରତି ସୈନିକ |

ଦୂର ହୁଅନ୍ତି ତାଙ୍କର ସମସ୍ତ ଐହିକ ବନ୍ଧନ,

ଦେଶଭକ୍ତି ତାଙ୍କ ଇଚ୍ଛାଶକ୍ତି ର ଇନ୍ଧନ |

ବହୁ ପୂଜନୀୟ ତାଙ୍କ ଜୀବନ,

ବୀରଗତି ଦ୍ୱାରା ହୁଅନ୍ତି ସଦା ପାବନ |

ସର୍ବଦା ଦିଅନ୍ତୁ ତାଙ୍କୁ ସମୁଚିତ ସମ୍ମାନ,

ସମସ୍ତେ ଧାରଣ କରି ପାରିବେନି ସୈନ୍ୟ ପରିଧାନ |

ଅପେକ୍ଷା କରୁଥାଏ ତାଙ୍କ କୌଶଳ ପାଇଁ ରଣଭୂମି,

ତାଙ୍କ ମାନସ ରେ ସର୍ବଦା ବିଦ୍ୟମାନ ଥାଏ ଯୁଦ୍ଧଭୂମି |

ସୈନିକଙ୍କ ଦ୍ୱାରା ରକ୍ଷା ପାଏ ଆକାଶ ଜଳ,

ସମର୍ଥ ସୈନିକଙ୍କ ଯୋଗୁଁ ସୁରକ୍ଷା ପାଏ ଦେଶ ଥଳ |

ଉଚ୍ଚ ପର୍ବତ ହିମପାତ ପ୍ରଦେଶ ରେ ତାଙ୍କ ଜୀବନ ହୁଏ ବିଷମ,

ଗଭୀର ସମୁଦ୍ର ରେ ନିଜ ସାହସ ପ୍ରଦର୍ଶନ ରେ ଅଛନ୍ତି ସକ୍ଷମ |

ପ୍ରତି ଦେଶ ରହିବ ଶସ୍ୟ ଶ୍ୟାମଳ,

ଦେଶବାସୀଙ୍କ ସୁରକ୍ଷା ହେତୁ ତାଙ୍କର କର୍ତ୍ତବ୍ୟ ରୁହେ ଅନର୍ଗଳ |


Rate this content
Log in

Similar oriya poem from Inspirational