Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Inspirational

2  

Bidyutprabha Gantayat

Inspirational

କ୍ଷଣିକା

କ୍ଷଣିକା

1 min
6.8K


ଜନ୍ମ ଯେଉଁଠି ମରଣ ସେଇଠି

ସୁନ୍ଦର ଅନ୍ଧାର ବିଚିତ୍ର ଏ ସୃଷ୍ଟି

ମରୁଥାଏ ପ୍ରାଣୀ କ୍ଷଣ ଅନୁକ୍ଷଣ

ଆଶ୍ଚର୍ଯ୍ୟ ବିଧାନ ଶରୀର ସାଧନ

ବାଲ୍ୟ କୈଶର ଯୌବନ ଜରା

ଅନୁଭବ ସିଦ୍ଧ ଶରୀର ପସରା

ଅନ୍ତକାଳେ ଲୋଡ଼େ ସଦଗୁରୁ ଶରଣ

ଲଙ୍ଘି ବାକୁ ସିନ୍ଧୁ ବିଶାଳ ମରଣ

ଚିନ୍ତେ , ଦେହ ଅବସନେ ଜୀବନ ତ ନାହିଁ

ଦିଗ୍ବଳୟ ପାରେ ସୂର୍ଯ୍ୟ ଦିଶୁଥାଇ ।

*****

© ବିଦ୍ୟୁତପ୍ରଭା


Rate this content
Log in

Similar oriya poem from Inspirational