Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mishra

Others

2  

Nibedita Mishra

Others

ଅପେକ୍ଷା

ଅପେକ୍ଷା

1 min
7.2K


ଅପେକ୍ଷା- ସତରେ ତୁମେ କେଡେ ନିଜର

ଏକାନ୍ତ ବେଳାରେ ଲାଗ ଅତି ଆପଣାର,

ତୁମ ବିନା କିଛି ମିଳେନା କାହାକୁ

ସାନ୍ତ୍ବନା ଦିଅ ତୁମେ ଏକାନ୍ତ ମନକୁ।

ସ୍ବପ୍ନଟିଏ ଯେବେ ମନେ ଉଙ୍କି ମାରେ

ଜନ୍ମ ନିଅ ତୁମେ ସେଠି ଅବିଳମ୍ବରେ,

ତୁମେ ତ ପାଇଁ ନ ଥାଏ ସମୟର ସୀମା

ପ୍ରାପ୍ତିରଆନନ୍ଦ ଶେଷେ ତୁମେଦିଅ ସିନା।

ଭାରି କଷ୍ଟଦିଏ ତୁମର ସଙ୍ଗତ

ସମୟ ବି ଛନ୍ଦି ରହିଯାଏ ତୁମ ସହିତ,

ଭାଙ୍ଗି ଗଢୁ ଥାଅ ଅନେକ ବାଲି ଘର

ହଁ-ନାହିଁ ମଝିରେ ଘର ଯେ ତୁମର।

ସ୍ବପ୍ନ ଯେବେ ରୂପ ନିଏ ବାସ୍ତବତାର

ଚାଲିଯାଅ ତୁମେ ହୋଇ ସାତପର,

ପୁଣି ଖୋଜ ଏକ ଅଶାନ୍ତ ମନକୁ

ଖାତିର ନଥାଏ ନିନ୍ଦା ଅପବାଦକୁ।


ନିବେଦିତା ମିଶ୍ର



Rate this content
Log in