Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ranjan Kumar Brahma

Others

5.0  

Ranjan Kumar Brahma

Others

ଧର୍ମର ଜୟ

ଧର୍ମର ଜୟ

1 min
445



ମଣିଷ ମାତ୍ରକେ ଗୋଟିଏ ଜାତି

ତା ଭିତରେ କାହିଁ ଭେଦ ଭାଵଟି ।


ଭୂଖଣ୍ଡ ଅଟଇ ଆମରି ଘର

ପ୍ରାଣୀଙ୍କ ମଧ୍ୟରେ ମନୁଷ୍ୟ ବର ।


ସଭିଙ୍କୁ ସଙ୍ଗରେ ସୁଭାବେ ନେଇ

ପ୍ରମୋଦ ଏକତା ବଣ୍ଟିବା ଭାଇ ।


ଯିଏ ଯେଉଁଠାରେ ଯେକର୍ମେ ଥିବା

ରାଷ୍ଟ୍ର ହିତକଥା ମନେ ରଖିବା ।


ସୁସ୍ଥ ସମ୍ପର୍କର ଏହି ଦୁନିଆ

ଦୁଇ ଦିନ ପାଇଁ ସର୍ବେ କୁଣିଆ ।


ସରବେ ଚଳିିବା କାଳ ସରିଲେ

ଛାଡ଼ି ଚଲାପଥେ ପଦ ଜୋଡ଼ି଼ଏ ।


ତାହାହିଁ ରହିବ ଇତିହାସକୁ

କଥା କହୁଥିବ ନବ ପିଢିଙ୍କୁ ।


ଗଣିତ ବିଜ୍ଞାନ ଭାଷାକୁ ନେଇ 

ନାଗର ବିଜ୍ଞାନେ ମଧ୍ୟରେ ରହି ।


ହାରିବା କଷଣ ପାରୁଷ୍ୟ ଭରା

ଚାଲରେ ରାଚିବା ସୁନ୍ଦର ଧରା ।



Rate this content
Log in