Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୀପାବଳୀ ପରେ
ଦୀପାବଳୀ ପରେ
★★★★★

© Amiya Bej

Abstract

1 Minutes   1.4K    6


Content Ranking

ପୁଣିଥରେ ମୋ ଦେହରେ

କିଏ ଘୋଡିଦେଲା କଳା ଚାଦର !

ମୋ ଭିତରର -

ଅହଂକାର ଆଉ ପଶୁପଣ ସବୁ ,

ଖୁନ୍ଦୀଖାନ୍ଦୀ ରହିଗଲେ

ଆଗପରି ସଲାମତ !!

କାଲିପରା ଗଲା ଆଲୁଅର ପର୍ବ ?

ଆଜିପୁଣି ଯେ' ମୋଠାରେ ଏତେସବୁ ଦର୍ପ ??

ହସିକୁହେ, ମୋ ଅଗଣାର ଅଧାପୋଡ଼ା -

ମାଟି ଦୀପ -

" ମୁଁ ତ଼ ଥିଲି ମାତ୍ର ନିମିତ୍ତ ,

ବାକିସବୁ ସିନା ତୋର ଦାୟିତ୍ବ ......"

@ ଅମିୟ

✿✿✿

ଅହଂକାର ଆଲୁଅ ଦାୟିତ୍ବ

Rate the content


Originality
Flow
Language
Cover design

Comments

Post


Some text some message..