Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Others

2  

Bhakta Malla

Others

ତମେ ଥିଲ ମୋ ଆସିବା ଆଗରୁ

ତମେ ଥିଲ ମୋ ଆସିବା ଆଗରୁ

1 min
6.6K


ତମେ ଥିଲ ମୋ ଆସିବା ଆଗରୁ

ବର୍ଷା ଓ ବସନ୍ତରେ ,

ପ୍ରେମ ଗୀତ ଗାଇ ଗାଇ

ହଜୁଥିଲ ମଜ୍ଜୁଥିଲ

ଏକା ଏକା ଏକଲା ପଣରେ,

ଏବେ ତମେ ଅଛ

ବର୍ଷା ଅଛି ବସନ୍ତ ବି ଅଛି

ଅଛି ବି ଗାୟନ

ପ୍ରେମ ଭିଜେ ଯୁଗଳ ବନ୍ଦୀରେ ।

ଫିକା ବା' ଲାଗିବ କାହିଁ

ବଂଧୁତ୍ବ ର ରାସ୍ତା ବଡ ପ୍ରଶସ୍ତ ହେଲାଣି,

ହାଉଯାଉ ଲୋକଙ୍କ ଗହଳି

ବିବିଧ ବର୍ଣ୍ଣ ରେ ବଂଧୁତ୍ବର ବିଭା

ମିଳନ ର ରାଗ ତୋଳିଲାଣି ।

ଅନେକ ଅନେକ ଶ୍ରଦ୍ଧା ଓ ଶୁଭେଚ୍ଛା

କବି ମନୋଜ ମିଶ୍ରଙ୍କୁ ।


Rate this content
Log in