ଦୂର୍ନୀତି
ଦୂର୍ନୀତି
କେନ୍ଦ୍ର ସରକାର ଜନହିତ ପାଇଁ ଶହେ ଟଙ୍କା ଯଦି ଦିଏ
ଲୋକଙ୍କ ପାଖରେ ପହଞ୍ଚି କି ତାହା ଅଶି ଟଙ୍କା ହୋଇଯାଏ..
ବାକି ଟଙ୍କା କ'ଣ ହୁଏ..
ଫଳପୁଷ୍ପ ପାଇଁ ଦକ୍ଷିଣା ଵାବଦ ପୂଜାରୀ ବା ନେଇଯାଏ ।।
ପୂଜାରୀ କହିଲେ ନେତାକୁଜିନେତା
ଆଉ ଏ ଦଲାଲମାନେ
ପର୍ସେଣ୍ଟ ନିିିଅନ୍ତି ଏସବୁ ଟଙ୍କାରୁ ପକେଟରେ ଶୂନ୍ୟେ ଶୂୂନ୍ୟେ.. କହିଵେ କି ସାଧୁ ଜନେ..
ଦେଶର ଉନ୍ନତି ହେବ କିି ହେଵ ନି ଥିଲେ ଏହି ବ୍ୟକ୍ତିମାନେ !!