ପରୀ......
ପରୀ......
1 min
6.7K
ଏକା ଏକା ଦିନ ବିତୁଥିଲା
ସବୁ ଲାଗୁଥିଲା ଫିକା ଫିକା
ତୁ ଆସିଲା ପରେ
ଜୀବନ ହେଲା ମୋର ରଙ୍ଗୀନ
ଆଜି ସବୁ ଲାଗେ ନୂଆ ନୂଆ
ଏ ଜହ୍ନ ଆଉ ପୃଥିବୀ
ତୁ ମୋର ତୁ ମୋର
ସେହି ପରୀ........
--ପ୍ରମିଳା ସାହୁ