Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଲୁହ ଅମାନିଆ ବହିଗଲେ ଥରେ

ଲୁହ ଅମାନିଆ ବହିଗଲେ ଥରେ

1 min
1.5K


ମହାସ୍ମୀତା


ଲୁହ ଅମାନିଆ ବହିଗଲେ ଥରେ,

ଆନମନା ସ୍ମୃତି ତୀରେ,

ଅଭିମାନର ପଣତ ପାଏନା,

ବାନ୍ଧି ରଖିବାକୁ କାଳେ l

ଆଖି କୋଣେ କେତେ ମହୁଆ ସପନ,

ମନରେ ଅସୀମ ଆଶା,

ପୁଲକ ବିହୀନ ବିରାଗ ମନ ମୋ,

ଭାବନାର ଶୂନ୍ୟଭାଷା l

ଚନ୍ଦ୍ର ପୂ୍ରରେ ମଧୁ ଜାମିନୀତ,

ମିଳନର ରାଗ ଗାଇ,

ବିରହ ବିଛେଦ ଭୁଲିଯାଏ ପୁଣି,

ଅଭିସାରିକାଟେ ହୋଇ।


Rate this content
Log in