Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ୱିକାରୋକ୍ତି
ସ୍ୱିକାରୋକ୍ତି
★★★★★

© Manamayee Ratha

Fantasy Inspirational

1 Minutes   1.2K    7


Content Ranking

ପାଶୋରିଛି କାକରର କୋହ

ହରାଇଛି ଆଲୋକର ମୋହ ।

ଫେରାଇଛି ଇତିହାସଠାରୁ

ମାଗିଥିବା ଛୁରୀ

ଲଙ୍ଘି ସାରିଛି ଅନ୍ଧାରର ଲୁହ ।

ପହଁଚିଛି ଅହଂର ଚୂଡ଼ାରେ

ଯେମିତିକି ପଳେଇ ଯାଇ ହେବ

ସବୁଠାରୁ ପଳାୟନ ପରେ ।

  

ମାନମୟୀ ରଥ

ଗୌରୀ ଶଙ୍କର ପବିଳ୍କ ସ୍କୁଲ, ବୌଦ୍ଧ।

କାକର ଇତିହାସ ଅହଂ ପଳାୟନ

Rate the content


Originality
Flow
Language
Cover design

Comments

Post


Some text some message..