Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ହାଏ ମୋ ମାୟାମୃଗ !

ହାଏ ମୋ ମାୟାମୃଗ !

1 min
7K


ହାଏ ମୋ ମାୟାମୃଗ !

ଅନ୍ଧାର ! ଆଜି ମତେ ରାତ୍ରିର ତମସରେ ହଜାଇ ଦିଅ ଆଲୁଅ , ତମେ ବନ୍ଦ ହୋଇ ରହି ଯାଅ ମୋ ଆଖିରେ----------------- ମୁଁ ! ଜଳୁଥିବା ସମୟ କିଛି ତ ମହକ ଦେଇ ଯାଅ । (୧)

ହେ ବର୍ଷା ---------------- ଆଜି ତ ମତେ ଭିଜିବାକୁ ଦିଅ , ତା ବର୍ଷା ରେ-----------------! ବହିବାକୁ ଦିଅ ,ଜଳିବାକୁ ଦିଅ, ତା ସହ ! ବନ୍ଦ ଯେମିତି ନ ହେଇଯାଉ , ମୋ ଶ୍ୱାସପ୍ରସ୍ୱାଶ । (୨) ତମେ ତ ଲାଗ ଯେମିତି ପାଣିର ଚାଦର, ତୃଷାର୍ତ ମାଟିର ମେଘ, ରୌଦ୍ର ଗ୍ରୀଷ୍ମର ବରଫ ଥରେ ତ ଦେଖା ଦିଅ , ମହାକାଇ ଦିଅ ,ଏ ଜୀବନ, ଦିନ କୁ ବଦଳାଇ ଦିଅ ରାତିରେ, ନିଦକୁ ଭାଙ୍ଗି ଦିଅ ! ଚେଇଁବାକୁ ଦିଅ! ! ସକାଳ ହେବା ପର୍ଯ୍ୟନ୍ତ । (୩)

ଭିଜିବାକୁ ତ ଦିଅ ! ତମ ବର୍ଷାରେ ------------ ମନ କୁ ତା ମାନସୀ ସହ ପ୍ରାଣ କୁ ତା ପ୍ରିୟା ସହ ଦେହ କୁ ତା ଆତ୍ମା ସହ, ତୃଷାର୍ତ ମାଟି କୁ ତ ଦିଅ ମେଘ , ହାଏ ! ମୋ"" ମାୟା ମୃଗ '' । (୪)

ରାମପ୍ରସାଦବିଶୋଇ (କାଶ୍ୟପ), ସକାଳ-୭-୩୦ ମି ,୦୭ ଜୁନ ୧୬, ରାୟଗଡା ।

 
 


Rate this content
Log in