Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

2  

Minakshi Samal

Others

ତ୍ରାହି କର

ତ୍ରାହି କର

1 min
164


ପରୀକ୍ଷା ତୁମର ଦେଇ ଦେଇ ପ୍ରଭୁ

ଥକିଯେ ଗଲିଣି ମୁହିଁ

ତଥାପି ତୁମର ଆଶୀର୍ବାଦ ବଳେ

ଉତ୍ତୀର୍ଣ୍ଣ ଯାଉଛି ହୋଇ ।


ଭବ ପାରାବାରେ ଥଳକୂଳ ମୁଁ ଯେ

ପାଉନାହିଁ କୃପାସିନ୍ଧୁ

ତୁମରି ସିନ୍ଧୁରୁ ବିନ୍ଦୁ ଟିଏ ଦେଇ

ରକ୍ଷାକର ଜଗବନ୍ଧୁ।


ମିନାକ୍ଷୀ ସାମଲ


Rate this content
Log in