ଦେବ ଦେବ ମହାଦେବ
ଦେବ ଦେବ ମହାଦେବ
ମହାଦେବ ମହେଶ୍ବର ଜଗତ ଈଶ୍ବର
ତୁୁୁମପାଇଁ ଆସିଅଛି ରଜନୀ ଜାଗର।
ଶୟମ୍ଭୁ ଶିିିବ ଶଙ୍କର ସଙ୍ଘାର କରତା
ଭରିଦିଅ ସନ୍ସସାରରେ ସୃଜନ ବାରତ।
ଧ୍ରୁୁୁବ ସତ୍ୟ ଜଗତର କଲ୍ୟାଣ କାମନେ
ଦୀପ ଟିଏ ଅରପୁଛି ତୁମରି ଚରଣେ।
ବିିିଷଧର ସାପ ତୁମ ଗଳାର ଗହଣା
ମଣିଷର ହୃଦୟରୁ ବିଷ କର ଉଣା।