ପ୍ରେମ
ପ୍ରେମ
1 min
6.8K
ତମେ କହିଲ ମତେ ପ୍ରେମ କର
ମୁଁ ପ୍ରେମ କଲି
ତମେ କହିଲ ମତେ ଘୃଣା କର
ମୁଁ କିନ୍ତୁ ହାରିଗଲି ।
ତମେ କହିଲ ମତେ ପ୍ରେମ କର
ମୁଁ ପ୍ରେମ କଲି
ତମେ କହିଲ ମତେ ଘୃଣା କର
ମୁଁ କିନ୍ତୁ ହାରିଗଲି ।