Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Inspirational

2  

Chittaranjan Lenka

Inspirational

ହସ

ହସ

1 min
7.2K


ଆଜିକାଲି ସବୁ       ମିଳି ତ ଗଲାଣି

ଗୋଟିକୁ ସର୍ବେ ଖୋଜନ୍ତି,

ଘରେ ହେଉ ଅବା    ବାହାରକୁ ଯାଅ

ମିଳୁନି ଟିକିଏ ଶାନ୍ତି


ଜୀବନର ଅର୍ଥ        ଅନ୍ୟକୁ ହସାଇ

ସେ ହସରେ ମିଶି ଯିବା,

ଅନ୍ତର ମଧ୍ୟରେ      ଏ ଭାବ ରଖିଲେ

ହିଂସା କ୍ରୋଧ ହରାଇବା


ହିଂସା ଆଉ କ୍ରୋଧ   କରେ ସର୍ବନାଶ

ସବୁ ଅଶାନ୍ତି କାରଣ,

ମୋ ଛୋଟ ବୁଦ୍ଧିରେ   ଶାନ୍ତି ମିଳିବାର

ହସ ହିଁ ମୁଖ୍ୟ ନିଦାନ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in

Similar oriya poem from Inspirational