Audio

Forum

Read

Contests

Language


Write

Sign in
Wohoo!,
Dear user,
ହସ
ହସ
★★★★★

© Chittaranjan Lenka

Inspirational

1 Minutes   7.1K    6


Content Ranking

ଆଜିକାଲି ସବୁ       ମିଳି ତ ଗଲାଣି

ଗୋଟିକୁ ସର୍ବେ ଖୋଜନ୍ତି,

ଘରେ ହେଉ ଅବା    ବାହାରକୁ ଯାଅ

ମିଳୁନି ଟିକିଏ ଶାନ୍ତି


ଜୀବନର ଅର୍ଥ        ଅନ୍ୟକୁ ହସାଇ

ସେ ହସରେ ମିଶି ଯିବା,

ଅନ୍ତର ମଧ୍ୟରେ      ଏ ଭାବ ରଖିଲେ

ହିଂସା କ୍ରୋଧ ହରାଇବା


ହିଂସା ଆଉ କ୍ରୋଧ   କରେ ସର୍ବନାଶ

ସବୁ ଅଶାନ୍ତି କାରଣ,

ମୋ ଛୋଟ ବୁଦ୍ଧିରେ   ଶାନ୍ତି ମିଳିବାର

ହସ ହିଁ ମୁଖ୍ୟ ନିଦାନ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ଶାନ୍ତି ହସ ନିଦାନ

Rate the content


Originality
Flow
Language
Cover design

Comments

Post


Some text some message..