Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Siddhartha Kumar Muduli

Inspirational

2  

Siddhartha Kumar Muduli

Inspirational

ଜନ୍ମଦାତା ଜନ୍ମଦାତ୍ରୀ

ଜନ୍ମଦାତା ଜନ୍ମଦାତ୍ରୀ

1 min
7.1K


ଜଗତର ଯେତେ ଜୀବ, ସବୁ ପ୍ରଭୂ ତୁମ ଦାନ

କ୍ଷଣସ୍ଥାୟୀ ଏ ଜୀବନ, ପାଣି ଫୋଟକାର ସମ

ସୂର୍ଯ୍ୟ, ଚନ୍ଦ୍ର, ତାରା ସବୁ ତୁମ ସୃଷ୍ଟିର ଚମତ୍କାର

ଅନୁମତି ବିନା ତୁମ ହୁଏ ନାହିଁ ଏଠି ଦିବାରାତ୍ର,

ତୁମ ବିନା ନାହିଁ ମୋର ଅନ୍ୟଗତି,ଭାବ ନାହିଁ ତୁମେ ଜଗତପତି

ମୋ ଜୀବନେ ଅଛନ୍ତି, ଅନ୍ୟ ଦେବା ଦେବୀ,

ଜାଣିବାକୁ ଚାହଁ ତୁମେ,ଜାଣିବାକୁ ଚାହଁ ତୁମେ

ଅନ୍ୟ କେହି ନୁହେଁ,ଅଟନ୍ତି ମୋ ଜନ୍ମଦାତା ଜନ୍ମଦାତ୍ରୀ ।


Rate this content
Log in

Similar oriya poem from Inspirational