Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Others

3  

Chittaranjan Lenka

Others

ସ୍ନେହ

ସ୍ନେହ

1 min
13.2K


ଯାଚିଲା ଧନକୁ              ଯିଏ ଛାଡି ଦିଏ

ଗରିବଟେ ହୁଏ ରହି

ଯାଚିଲା ସ୍ନେହକୁ           ଘୃଣା କଲା ଯିଏ

ପଶୁଠୁ ବି ହୀନ ସେହି


ଯାଚିବା ଧନକୁ           ନେଇଯିବା ପାଇଁ

ହେବେ ସିନା ଟଣାଟଣି

ହେଲେ ସ୍ନେହ ମାତ୍ର  ନେବେ କେତେ ଜଣ

ଯା ପାଖରେ ସ୍ନେହ ମୁଣି


ଧନ ରଖିବାକୁ          ଜାଗା ତ ଅନେକ

ସେଥିପାଇଁ ବୋଧେ ଲୋଭ

ହେଲେ ସ୍ନେହ ପାଇଁ        ଜାଗା ହିଁ ହୃଦୟ

ଯାହା ଅତ୍ୟନ୍ତ ଦୁର୍ଲ୍ଲଭ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©



Rate this content
Log in