Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay Kumar

Children Comedy Inspirational

3  

Sanjay Kumar

Children Comedy Inspirational

ନିଶା ନିଶାରେ ଏ ଜୀବନ

ନିଶା ନିଶାରେ ଏ ଜୀବନ

1 min
6.7K


 

ମଦ ପାନ ବିଡ଼ି ସିଗାରେଟ
ସେବନେ ହୁଅଇ କରକଟ ।
ଧନ ହାନୀ ପ୍ରାଣ ପୀଡ଼ା ରେ
ପରିବାର ହୁଅନ୍ତି ଛଟପଟ ॥

ଧୂମପାନ କଲେ ଫୁସଫୁସ କ୍ୟାନସର
ମଦ ପୋଡ଼ିଦିଏ ଦୁଲ୍ଲଭ ଲିଭର ।
ପାନ ଗୁଟଖା ନଷ୍ଟକରେ ମୁଖଗହ୍ଵର
ନିଶା ସେବନ ଶରୀର ପାଇଁ କ୍ଷତିକାର ॥

ଜୀବନ ବଞ୍ଚାଅ ଖାଦ୍ୟ ଖାଇ
ଅଖାଦ୍ୟ ଖାଇଲେ ଭୋକ ମାରଇ ।
ଉପର ବରଡ଼ା ଗଲେଣି,
ଉଦାହରଣ ହୋଇ
ତଳ ବରଡ଼ାଙ୍କ ତଥାପି ଚେତା ନପଶଇ ॥

ଅନ୍ଧ ବନୁଛେ ଆମ ଆଖି ଥାଇ
ଆଭରଣେ କର୍କଟ ଚିହ୍ନ ଅଛି ରହି ।
ନିଜେ ମାଦକ କହୁଛି,
ମୋତେ ଆଦର ନାହିଁ
ନିଶା ନିଶାରେ ହଉଛେ ବାଇ ॥

ମଣିଷ ଜନମ ଦୁଲ୍ଲଭ ଜୀବନ
କେତେ ଜନମର ଅଟେ ପୂଣ୍ୟ । 
ଦେବତାଏ ଏଥିପାଇଁ ବଳାନ୍ତି ମନ
ଏତ ଈଶ୍ଵରଙ୍କ ଦାନ ॥


Rate this content
Log in

Similar oriya poem from Children