Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆତ୍ମଗାଥା ଏକ ନଦୀର
ଆତ୍ମଗାଥା ଏକ ନଦୀର
★★★★★

© Amiya Bej

Others

1 Minutes   6.9K    7


Content Ranking


✨✨ ଆତ୍ମଗାଥା ଏକ ନଦୀର ✨✨

ସମୁଦ୍ର !
କ'ଣ-
ଗୋଟେ ବିରହିଣୀର ଚିର ଇପ୍-ସିତ ପ୍ରେମିକ ?
ବେଳେ, ପ୍ରେମ ଆବୋଶରେ କରେ ଲବଣାକ୍ତ,
ବେଳେ, ହୋଇଯାଏ ଅବୁଝା, ଅମାନିଆ, ଅଶାନ୍ତ ...।।।
ସମୁଦ୍ର !
ସତେ ଜଣେ ବିଶ୍ୱସ୍ତ ପ୍ରେମିକ,
ତା'ପାଖେ ଝାସି ହେବ ସର୍ବସ୍ୱ ।।

✨- ଅମିୟ

ଆତ୍ମଗାଥା ଏକ ନଦୀର

Rate the content


Originality
Flow
Language
Cover design

Comments

Post

Some text some message..