Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Mallick

Others

5.0  

Dharitri Mallick

Others

ଠକଙ୍କ ସମୟ ଅଭାବ

ଠକଙ୍କ ସମୟ ଅଭାବ

1 min
6.8K


ସମୟ ନାହିଁ ତୁମ ପାଖେ କହୁଛ ,

ବ୍ୟସ୍ତ ସଦା ରହୁଛ ବୋଲି କୁହ ।।

ସମସ୍ତଙ୍କ ପାଖେ ସେଇ ଚବିଶ ଘଣ୍ଟା,

ସମ୍ପର୍କ ଗଢିଲା ବେଳେ କୋଉଠୁ ପାଉଥିଲ ସମୟ ?

ଏବେ ସମୟ ଅଭାବ ନା ଦେଉଛ ଆଉ କାହାପାଇଁ ସମୟ ?

ଆଜି ଯାହା ପାଇଁ ଦେଉଛ ସମୟ ,

କାଲି ନ ଥିବ ତା ପାଇଁ ବି ସମୟ ,

କେତେ ଲୋକଙ୍କୁ କହିବ ଆଉ ମିଛ ?

ଠକି ଠକି ଦିନେ ପଡିବ ଥକି,

ସମୟ ଦେବ ଦିନେ ତୁମକୁ ଠକି ।।

ତୁମ ପାଇଁ ବି ଦିନେ କାହା ପାଖେ ନ ଥିବ ସମୟ....

(© ଧରିତ୍ରୀ )


Rate this content
Log in