Audio

Forum

Read

Contests

Language


Write

Sign in
Wohoo!,
Dear user,
ବେଶ !ବଦଳୁଥିବା ପରିଚୟ
ବେଶ !ବଦଳୁଥିବା ପରିଚୟ
★★★★★

© Ram Prasad Bisoi

Abstract

1 Minutes   1.1K    5


Content Ranking

ବେଶ !

ସମ୍ଭ୍ରାନ୍ତିୟ ନ ହେଲେ ବି ବେଳେବେଳେ

କିଛି ଲୋକଙ୍କ ଭଲପାଇବା ବାଧ୍ୟ କରେ,

ବଦଳାଇବାକୁ ନିଜ ରୂପ,

କିଛିକ୍ଷଣ କଟିଯିବା ପରେ ଫେରିବାକୁ ପଡିବ,

ସେଇ ଅଳନ୍ଧୁ ଲଗା ତେଲ

ଚିକଣିଆ ଛୋଟିଆ ରୁମ ଭିତରକୁ ,

ଯେଉଁଠି ସବୁ ରାତିରେ ଜୀବିତ ହୋଇ ଉଠନ୍ତି,

କାନ୍ଥଟଙ୍ଗା ସବୁ ବିଗତ ବିଦଗ୍ଧ ଆତ୍ମା

ଗୁଡିକର ତୈଳ ଚିତ୍ର,

ପ୍ରତି ରାତ୍ରି ମାଗେ ସେମାନଙ୍କୁ କୈଫତ,

ଯଦି ଦେଲ ଜୀବନ ମତେ

ବିଜୁଳିର ଝଲସିବାକୁ ମେଘାଚ୍ଛନ୍ନ ।

ବେଶ ଅଳନ୍ଧୁ ତୈଳ ଚିତ୍ର

Rate the content


Originality
Flow
Language
Cover design

Comments

Post


Some text some message..